ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି। ଏବେ କୋଲକାତା ସହରରେ ଘଟିଥିବା ଘଟଣା ସମ୍ପର୍କରେ ସାରା ଦେଶବାସୀ ତ ଜାଣିଥିବେ। ସାରା ଦେଶବାସୀ କୋଲକତା ଆର ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ସହିତ ଘଟିଥିବା ଦୁ-ଷ୍କ-ର୍ମ ଆଉ ହ-ତ୍ୟା ଘଟଣା ବିଷୟରେ ତ ଏବେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସୁଛି । ଏବେ ଏହାକୁ ନେଇ ପୁଣି କିଛି ଖବର ଆସିଛି ।ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କିଛି ଅନେକ କଥା ।
ସେମିନାର ରୁମରେ ମହିଳା ଡାକ୍ତରଙ୍କ ହ-ତ୍ୟା ହୋଇଥିଲା ବୋଲି ଖବର ଆସୁଥିଲା କିନ୍ତୁ ଏବେ ଏହାକୁ ନେଇ ଖବର ଆସିଛି କି ସେମିନାର ରୁମରେ କିଛି ବି ଘଟଣା ଘଟି ନଥିଲା । ଏବେ ଏହି ତଥ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହାକୁ ନେଇ ଆଉ କିଛି ଖବର ଆସିଛି । ସିବିଆଇ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଏବେ ଏହି ମହିଳା ଡାକ୍ତରଙ୍କ ଦୁ-ଷ୍କ-ର୍ମ ଆଉ ହ-ତ୍ୟା ଘଟଣାକୁ ନେଇ ରହସ୍ୟ ଜନକ ତଥ୍ୟ ସାମ୍ନାକୁ ଆସୁଛି । ଗତ ଅଗଷ୍ଟ ୯ ତାରିଖରେ ସେମିନାର ରୁମରେ ସକାଳେ ଏହି ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା ।
ଏହାପରେ ଏହି ମହିଳା ଡାକ୍ତରଙ୍କ ସହ ଦୁ-ଷ୍କ-ର୍ମ ଆଉ ହ-ତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା । ଏବେ ସେ ବିଚାରାଧୀନ କଏଦୀ ଭାବରେ ଜେଲରେ ଅଛନ୍ତି । ଏବେ ସିବିଆଇ ତଦନ୍ତ କରୁଛି । ଏହି ମହିଳା ଡାକ୍ତରଙ୍କ ସହ ସେମିନାର ରୁମରେ କିଛି ହୋଇନାହିଁ ବୋଲି ସନ୍ଦେହ କରୁଛନ୍ତି । ଆଉ ଏନେଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି । ମହିଳା ଡାକ୍ତରଙ୍କ ସହିତ ଅଲଗା ରୁମରେ ଏଭଳି ହୋଇଛି ବୋଲି ସନ୍ଦେହ କରାଯାଇଛି । ଏବେ ଜୁନିଅର ଡାକ୍ତରମାନେ ସନ୍ଦେହ କରିଛନ୍ତି ଏହା ପଛରେ ବଡ ଷଡ଼ଯନ୍ତ୍ର କରାଯାଇଛି ।
ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ସିବିଆଇ ପ୍ରମାଣ ନଷ୍ଟ କରାଯାଇଛି ବୋଲି କୋର୍ଟରେ କହିସାରିଛି । ଆର ଜି କର ମେଡିକାଲ କଲେଜର ଆଉ କିଛି ସ୍ଥାନ ମଧ୍ୟ କ୍ରାଇମ୍ ସ୍ଥାନ ହୋଇପାରେ ବୋଲି ସିବିଆଇ ତଦନ୍ତ କରୁଛି । ଅର୍ଥ ପେଡିକ ସହିତ ଏହି ଘଟଣାର ସମ୍ବନ୍ଧ ଅଛି ବୋଲି ସନ୍ଦେହ କରାଯାଉଛି । ଏଭଳି ଅନେକ ସ୍ଥାନ ଅଛି ଯାହା ସେମିନାର ହଲକୁ ଲଗାଯାଇଛି । ସେମିନାର ହଲର ଲିଫ୍ଟକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି । ସପ୍ତମ ମହଲାରେ ଅପରେସନ ରୁମ୍ ରହିଛି । ଆଉ ଏହା ସନ୍ଧ୍ୟା ସମୟରୁ ବନ୍ଦ ରୁହେ । ସେହିଦିନ ଏହା ଖୋଲା ଥିଲା କି ନାହିଁ । ଏଭଳି ଅଷ୍ଟମ ମହଲାରେ ଥିବା ରୁମକୁ ମଧ୍ୟ ନେଇ ସନ୍ଦେହ କରାଯାଉଛି । ଏବେ ଏହି ଘଟଣା କେଉଁ ସ୍ଥାନରେ ହୋଇଛି ଏହାକୁ ନେଇ ସିବିଆଇ ଏବେ ତଦନ୍ତ କରୁଛି ।