May 25, 2024, 16:44 IST

୫ କୋଟି ଟଙ୍କା ନେଇ ସାଂସଦଙ୍କୁ ହତ୍ୟା କରିଦେଲେ ସୁନ୍ଦରୀ ଯୁବତୀ ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ଼ ରହସ୍ୟମୟ ଖବର

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ରାଜନୀତିକୁ ନେଇ ଯାହା ସବୁ ଖବର ଆସୁଛି ତାହା ତ ଜାଣିଥିବେ । ଆଉ ଏବେ ରାଜନୀତିକୁ ନେଇ ସବୁ ପ୍ରକାରର ଆଉ କେଉଁ ଅଞ୍ଚଳରେ କଣ ସବୁ ଘଟଣା ଘଟୁଛି ତାହା ତ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଜାଣି ପାରୁଥିବେ । 
Bh
ଏହି ରାଜନୀତି ପାଇଁ କେତେ ଯେ ହ-ତ୍ୟା ହୋଇଥାଏ ତାହା କହିହେବ ନାହିଁ । ଏବେ ପୁଣି ଏଭଳି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ହ-ତ୍ୟା ଘଟିଛି ଜଣେ ସାଂସଦଙ୍କର ।
ଜଣେ ସାଂସଦଙ୍କୁ ହ-ତ୍ୟା କରିବାକୁ ୫ କୋଟି ଟଙ୍କାର ଡିଲ କରାଯାଇଛି । ସାଂସଦଙ୍କୁ କେମିତି ମାରିବେ ଏନେଇ ନକ୍ସା ମଧ୍ୟ କରାଯାଇଥିଲା । ଜଣେ ସୁନ୍ଦରୀ ଯୁବତୀ ସାଂସଦଙ୍କୁ ହ-ତ୍ୟା କରିଲେ । ଏହି ସୁନ୍ଦରୀ ଯୁବତୀ ଜଣକ ସାଂସଦଙ୍କୁ ଆପାର୍ଟମେଣ୍ଟକୁ ଡାକି ଏଭଳି କାମ କରିଲେ । 
ଏବେ ଏହି ସୁନ୍ଦରୀ ଯୁବତୀ ଜଣକ ଫେରାର ହୋଇ ଯାଇଛନ୍ତି । ପ୍ରଶ୍ନ ଆସୁଛି କି ଏହି ସୁନ୍ଦରୀ ଯୁବତୀ କିଏ ଆଉ ତାଙ୍କୁ କିଏ ଏହି ହ-ତ୍ୟା କରିବାକୁ ୫ କୋଟି ଟଙ୍କା ଦେଇଥିଲା ? ଏହି ସୁନ୍ଦରୀ ଯୁବତୀ ଜଣକ ସାଂସଦଙ୍କୁ ମାରିଲେ ଆଉ ତାଙ୍କ ଦେହରୁ ଚର୍ମ କାଢ଼ିନେଲେ ।
Hh
ଯେମିତି କେହି ଜାଣିପାରିବେ ନାହିଁ ତାଙ୍କର ହ-ତ୍ୟା ହୋଇଛି ବୋଲି । ତାଙ୍କୁ ମାରି ଦେଲା ପରେ ତାଙ୍କ ମୃ-ତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇ ବକ୍ସ ଭିତରେ ଭର୍ତ୍ତି କରି ଏଣେତେଣେ ଫୋପାଡି ଦେଲେ । ଏହି ସୁନ୍ଦରୀ ଯୁବତୀ ଏବଂ ତିନିଜଣ ଯୁବକ ମିଶି ସାଂସଦଙ୍କୁ ହ-ତ୍ୟା କରିଛନ୍ତି । 
ଏହି ସୁନ୍ଦରୀ ଯୁବତୀ ଜଣକ ହେଉଛନ୍ତି ଶିଲନ୍ତୀ ରହମାନ୍ । ତାଙ୍କ ପ୍ରେମିକ ତାଙ୍କୁ ସାଂସଦଙ୍କ ହ-ତ୍ୟା କରିବାକୁ ପଠାଇଥିଲା । ଏହି ସାଂସଦ ଜଣକ ବଙ୍ଗଳାଦେଶର ସାଂସଦ ଆଉ ତାଙ୍କ ନାମ ହେଉଛି ଅନୁଆରୋଲ ଅଜିମ୍ ଅନୁଆଲ । ସେ ପଶ୍ଚିମବଙ୍ଗକୁ ଆସିଥିଲେ ।
ତାଙ୍କ ବନ୍ଧୁ ତାଙ୍କୁ ହ-ତ୍ୟା କରିବାକୁ ଚାହିଁଥିଲେ । ତାଙ୍କ ବନ୍ଧୁ ଅପତାକ ଅଜମାନ ନିଜ ପ୍ରେମିକାଙ୍କୁ ପଠାଇ ଏଭଳି କାମ କରିଥିଲେ । ତାଙ୍କୁ ସେ ୫ କୋଟି ଟଙ୍କା ଦେଇଥିଲେ ଆଉ ଏବେ ଏହି ଘଟଣାର ତଦନ୍ତ କରୁଛି CBI ଟିମ୍ । ଏବେ ଯୁବତୀ  
ଜଣଙ୍କୁ ଏବଂ ସାମିଲ ଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି CBI ଟିମ୍ । ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।

Advertisement