ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ତ କଟକର ବଡ ମେଡ଼ିକାଲରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଆଉ ଏହାସହ ସେଠାରେ ଯେଉଁ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି ତାହା ମଧ୍ୟ ଜାଣିଥିବେ । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି ।
ଏବେ ସୋସିଆଲ ମିଡିଆରେ ଆପଣମାନେ ଏହି ଖବର ଦେଖିପାରିବେ । ଜଣେ ଡାକ୍ତର ଦୁ-ଷ୍କ-ର୍ମ କରିଛନ୍ତି ବୋଲି ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ବିଷୟରେ ଏବେ ଏହି ଡାକ୍ତରଙ୍କ ଶାଶୁ କିଛି କଥା କହିଛନ୍ତି । ସେ କହିଛନ୍ତି, ଜ୍ବାଇଁଙ୍କୁ ଫସେଇବାକୁ ଚେଷ୍ଟା କରାଯାଉଛି । ଡାକ୍ତର ପୂର୍ବରୁ ବିବାହ କରିଛନ୍ତି ଆଉ ତାଙ୍କର ମଧ୍ୟ ଛୁଆ ଅଛନ୍ତି । ଆଉ ସେ ଏଭଳି କାମ କରିପାରିବେ ନାହିଁ ବୋଲି ସୂଚନା ମିଳିଛି । ଡାକ୍ତର ଜଣଙ୍କର ଶାଶୁମା କହିଛନ୍ତି ତାଙ୍କ ଜ୍ୱାଇଁଙ୍କୁ ଫସାଉଛନ୍ତି ।
ଏହି ଡାକ୍ତରଙ୍କ ସହିତ ଖରାପ ହେଉଛି । ପୋଲିସ ଏବେ ଏହି ଡାକ୍ତର ଜଣଙ୍କୁ ଗିରଫ କରିଛନ୍ତି । ଆଉ ତାଙ୍କୁ ଏବେ ଡିଗ୍ରୀ ମିଳିବାକୁ ଥିଲା ଆଉ ସେଥିପାଇଁ ଏଭଳି ତାଙ୍କ ସହିତ କରୁଛନ୍ତି ବୋଲି ଡାକ୍ତରଙ୍କ ଶାଶୁମା କହିଛନ୍ତି । ଏହି ଅଭିଯୋଗ ମିଥ୍ୟା ଅଟେ । ଏହି ଡାକ୍ତର ଜଣଙ୍କର ଛୁଆ ଆଉ ସ୍ତ୍ରୀ ଅଛନ୍ତି ସେ ଏଭଳି କାମ କରିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଡାକ୍ତରଙ୍କ ଶାଶୁମା । ତାଙ୍କର ସମସ୍ତେ ଅଛନ୍ତି ଆଉ ତାଙ୍କର ସମସ୍ତେ ଥାଇ ସେ ୬୦ ବର୍ଷର ମହିଳାଙ୍କ ସହିତ ସେ ଏଭଳି କରିବେ ନାହିଁ ।
ସେହି ଡାକ୍ତର ଜଣକ ମଧ୍ୟପ୍ରଦେଶ ଅଞ୍ଚଳର । ମଧ୍ୟପ୍ରଦେଶ ଅଞ୍ଚଳର ଡାକ୍ତର ଓଡ଼ିଶାରେ କାମ କରୁଥିଲେ । ଡାକ୍ତର ଏଭଳି କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ଶାଶୁ ଜଣକ କହିଛନ୍ତି ତାଙ୍କର ଜ୍ବାଇଁ ଏଭଳି କିଛି ଭୁଲ କାମ କରିପାରିବେ ନାହିଁ । ଆଉ ତାଙ୍କ ଜ୍ବାଇଁଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଛି । ଆଉ ତାଙ୍କ ଉପରେ ଯାହା ସବୁ ଆରୋପ ଆସିଛି ସବୁ ମିଥ୍ୟା ବୋଲି ଡାକ୍ତରଙ୍କ ଶାଶୁ କହିଛନ୍ତି । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି । ଜ୍ବାଇଁଙ୍କ କ୍ୟାରିଅର ବରବାଦ୍ କରି ଦେଉଛନ୍ତି ବୋଲି ସେ କହିଛନ୍ତି ।