ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।

କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।

ବନ୍ଧୁଗଣ ଅଶାନ୍ତି ସେଠୀ ଗଣମାଧ୍ୟମ ଆଗରେ କହିଛନ୍ତି - "୨ ବର୍ଷ ହେବ ତାଙ୍କୁ ତାଙ୍କ ପ୍ରେମିକ ଧରି ପଳେଇଥିଲେ। କିନ୍ତୁ ଏବେ ତାଙ୍କୁ ପାଖରେ ରଖିବାକୁ ମନାକରୁଛନ୍ତି। ଯୁବତୀ ଜଣଙ୍କ କହିଛନ୍ତି ନବମ ଶ୍ରେଣୀରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଥିଲା। ନବମ ପରୀକ୍ଷା ସରିବା ପରେ ସେ ପଳେଇଥିଲେ ତାଙ୍କ ପ୍ରେମିକ ସହିତ। ପ୍ରେମିକ ଜଣଙ୍କ ପ୍ରେମିକାକୁ ନେଇ ତାଙ୍କ ପାଖରେ ୭ ଦିନ ରଖିଥିଲେ"। ତାପରେ ପୁଣି ପ୍ରେମିକ ଜଣଙ୍କ ଘରେ ଆଣି ଯୁବତୀଙ୍କୁ ଛାଡିଦେଇଥିଲା।
ଆଉ ତାପରେ ଆସିକି ଯୁବତୀଙ୍କୁ ସାଙ୍ଗରେ ନେଇନଥିଲେ। ଯୁବତୀ ଜଣଙ୍କୁ ତାଙ୍କ ଘର ଲୋକ ମଧ୍ୟ ଘରୁ ବାହାର କରିଦେଇଥିଲେ। ଯୁବକଙ୍କ ଘର ଲୋକ ମଧ୍ୟ ଯୁବତୀଙ୍କୁ ବୋହୂ ରୂପରେ ଗ୍ରହଣ କରୁନାହାଁନ୍ତି। ପ୍ରେମିକା ଜଣଙ୍କ କହୁଛନ୍ତି ଯୁବକ ଜଣଙ୍କ ତାଙ୍କୁ ଯଦି ସ୍ତ୍ରୀ ରୂପରେ ଗ୍ରହଣ କରିବେନି ତାହାଲେ ସେ ତାଙ୍କ ଘର ଆଗରେ ଧାରଣାରେ ବସିବେ। ମହିଳା ଜଣଙ୍କୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି"।