Jun 3, 2024, 18:18 IST

୫ ଜଣ ମହିଳା ସ୍ୱାମୀ ହାତ ବାନ୍ଧି ସ୍ତ୍ରୀ ସହ କଲେ ଏମିତି କାମ ଦେଖନ୍ତୁ ହଠାତ୍ କଣ ହେଲା ଏମିତି

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ବନ୍ଧୁଗଣ ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡି କଚାଡି ମାରିଦେଲେ ସେହି ଗାଁ'ର କିଛି ପୁରୁଷ ଓ ମହିଳା ମାନେ। ସ୍ବାମୀ ଯାଇଥିଲେ ଗୁଣ୍ଡା ବେପାର କରି ଆଉ ତା'ପରେ ଘରକୁ ଫେରି ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ ସହିତ ଅନେକ ମହିଳା ଏବଂ ଅନେକ ପୁରୁଷ ଝଗଡ଼ା କରୁଛନ୍ତି। 
Gg
ବନ୍ଧୁଗଣ ସ୍ବାମୀ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ହେଲେ ସେଠାରେ ଥିବା ୫ ଜଣ ମହିଳା ସ୍ବାମୀ ସୁବେରଙ୍କୁ ଟାଣି ଆଣି ହାତ ବାନ୍ଧି ଦେଇଥିଲେ। ଆଉ ତା'ପରେ ସେଠାରେ ଥିବା ଅନ୍ୟ ପୁରୁଷ ମାନେ ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡି ମାରି ଦେଲେ। ସ୍ବାମୀ ସୁବେର ଅନେକ ଚେଷ୍ଟା କଲେ ମଧ୍ୟ ସ୍ତ୍ରୀ'କୁ ବଞ୍ଚେଇ ପାରିନଥିଲେ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧୀନରେ ଥିବା ଟିକିରି ଥାନା ମଇଲିଗୁଡା ଗାଁରେ।ମଇଲିଗୁଡା ଗାଁର ଧନମଣି ନାୟକ ହାପି ନାୟକ ପ୍ରେମିକା ନାୟକ ସୋନାଲି ନାୟକ ଜୀବନ ନାୟକ ଯୁଧିଷ୍ଠିର ନାୟକ ବୁଦ୍ଧଦେବ ନାୟକ ମିଶି ତାଙ୍କ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ ସୁବେର ନାୟକ।
ତେବେ ସ୍ବାମୀ ସୁବେର ନାୟକ ଟିକିରି ଥାନା ଅଭିଯୋଗ କରିବା ପରେ ଟିକିରି ଥାନାର ଥାନା ଅଧିକାରିଣୀ ଏହାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ସୁବେର ନାୟକଙ୍କ ସ୍ତ୍ରୀକୁ କାହିଁକି ମାରିଲେ ଅଭିଯୁକ୍ତ ମାନେ ତାହା ଏବେ ବି ଜଣାପଡି ନାହିଁ। ପୋଲିସର ସ୍ପଷ୍ଟ ତଦନ୍ତ ପରେ ଜଣାପଡ଼ିବ ସବୁ ସତକଥା।

Advertisement