ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କରିଥିବା ବଡ ଘୋଷଣା ଜାଣିପାରିବେ । ଏବେ ସରକାରଙ୍କ ତରଫରୁ ବଡ ଘୋଷଣା ଆସିଛି ଆଉ ଏହି ଘୋଷଣା ହେଉଛି ଅଙ୍ଗନବାଡ଼ିରେ ଚାକିରୀ । ଅଙ୍ଗନାବାଡିରେ ଚାକିରୀ କରିବାକୁ ବାହାରିଲା ନିଯୁକ୍ତି ।
ଏବେ ଖବର ଆସିଛି କି ଅଙ୍ଗନାବାଡ଼ିରେ ୩ ହଜାର ପଦବୀ ଖାଲି ପଡ଼ିଛି । ଏବେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା ବୋଲି ଜଣାପଡିଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଶୁଣି ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ଖବର ଶୁଣି ଏବେ ଅଙ୍ଗନବାଡ଼ି କର୍ମୀମାନେ ଖୁସି ଅଛନ୍ତି । ଯେଉଁମାନେ ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରୁଛନ୍ତି ଆଉ ଯେଉଁମାନେ ଚାକିରୀ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଛି । ରାଜ୍ୟ ଅଙ୍ଗନବାଡ଼ିରେ ଏବେ ପଦବୀ ବାହାରିଛି ।
ଆଉ ଏହି ପଦବୀ ଏବେ ପୂରଣ ହେବାକୁ ଯାଉଛି । ରାଜ୍ୟ ଅଙ୍ଗନବାଡ଼ିରେ ୩ ହଜାର ପଦବୀ ପୂରଣ ହେବାକୁ ଯାଉଛି । ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଆଶାୟୀ ମାନେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ସବୁ ପ୍ରମାଣପତ୍ର ଥିବା ଆବଶ୍ୟକ । ସୂଚନା ଅନୁସାରେ ମାନଦେୟ ପ୍ରଦାନ ପାଇଁ ଅନୁଦାନ ରାଶି ପ୍ରଦାନ କରାଯାଇଛି । ଏହି ରାଶି ୧ ରୁ ୨ ତାରିଖ ଭିତରେ ସେମାନଙ୍କ ଆକାଉଣ୍ଟକୁ ଯିବ । ଅନେକ ଦିନ ହେବ ଅଙ୍ଗନବାଡ଼ି କର୍ମୀମାନେ ଦାବି କରୁଥିଲେ ତାଙ୍କ ଦରମା ବଢ଼ାଇବା ପାଇଁ ।
ଦରମା ବଢିବା ପାଇଁ ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏବେ ରାଜ୍ୟ ସରକାର ଏଥିପ୍ରତି ଚିନ୍ତା କରିଛନ୍ତି । ଏବେ ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅନୁଦାନ ରାଶି ପ୍ରଦାନ କରିଛନ୍ତି । ୬୮.୯୫ କୋଟି ଟଙ୍କା ସରକାର ମନଦେୟ ରାଶି ଦେବାକୁ ଜାରି କରିଛନ୍ତି । ଏଭଳି ଭାବରେ ଅଙ୍ଗନବାଡ଼ି କର୍ମୀ ଏବଂ ହେଲପରମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ଆମ ଓଡ଼ିଶାରେ ନୁହେଁ ବରଂ ପଞ୍ଜାବ ରାଜ୍ୟରେ କରାଯାଇଛି । ଏବେ ପଞ୍ଜାବ ସରକାର ଏହା ଘୋଷଣା କରିଛନ୍ତି ।