ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାର ଘଟଣା ବିଷୟରେ ଜାଣିବାକୁ ପାଉଛନ୍ତି।ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଜିକାଲି ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ। ସମାଜରେ ଏଭଳି କାମ କରିବା ଉଚିତ୍ ନୁହେଁ । ଭଗବାନ ଏତେ ନିର୍ଦ୍ଦୟ ହୋଇଗଲେଣି ଯେ ଯାହା ବହୁତ ଖରାପ ଅଟେ ।
ଗୋଟିଏ ଛୋଟ ଛୁଆର ଦେହ ଖରାପ ହେଲେ ତାର ମାଆ ଆଉ ବାପା ବହୁତ ଚିନ୍ତା କରନ୍ତି। ବାପା ମା କେତେ ଓଷା ବ୍ରତ କରି ପୁତ୍ର ସନ୍ତାନ ପାଇଥିଲେ ।ତାଙ୍କର କିଛି ପୁଅଝିଅ ହେଉ ନଥିଲା ଆଉ ସେମାନେ ଅନେକ ଦେବଦେବୀ ପୂଜା କରି ପୁତ୍ର ଲାଭ କରିଛନ୍ତି ।ଏବେ ଏହି କୁନି ପୁଅର ଦେହ ଖରାପ। ଏହି କୁନି ପୁଅଟିକୁ କ୍ୟାନସର ହୋଇଛି। ଭଗବାନ ସତରେ ବହୁତ ନିର୍ଦ୍ଦୟ। ଛୋଟ ଛୁଆ ମୁହଁ ଦେଖି ସାରା ଜୀବନ କାଟି ଦେବେ ବୋଲି ଭାବିଥିବା ମା ବାପାଙ୍କ ସହିତ ଏଭଳି ହୋଇଛି ।
ଏବେ ଏହି ଛୁଆଟି ଭଲ ହେବାକୁ ଧନ ସାହାଯ୍ୟ ଲୋଡୁଛି । କ୍ୟାନସର ପୀଡ଼ିତ ପୁଅକୁ ଧରି ବାପା ମାଆ ଏ ମେଡିକାଲରୁ ସେ ମେଡିକାଲ ହେଉଛନ୍ତି ।ଏବେ ଏହି କୁନି ପୁଅର ଦେହ ଭଲ ହେବା ପାଇଁ ନିବେଦନ କରିଛନ୍ତି ବାପା ମାଆ ।କଟକ ଜିଲ୍ଲା କଲ୍ୟାନପୁର ଗାଁର ଦିନ ମଜୁରିଆ ଆକୁଳୀ ପଲେଇ ଏବେ ମମତା ପରିଡ଼ା ଆକୁଳ ନିବେଦନ କରିଛନ୍ତି ।ତାଙ୍କୁ ଯେତେ କଷ୍ଟ ହେଉ ପୁଅ ଭଲ ହେଇଯାଉ ବୋଲି ସେ କହିଛନ୍ତି ।ସତରେ ଏଭଳି ତାଙ୍କ ସହ ଘଟିଯାଇଛି ଯାହା ଏବେ ଚର୍ଚ୍ଚାକୁ ଆସିଛି ।
ତିନିବର୍ଷ ହେବ ଏହି କୁନି ଛୁଆକୁ ସେ ଧରି ବୁଲୁଛନ୍ତି ।ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଆଉ ଟଙ୍କା ନଥିବାରୁ ତାର ଚିକିତ୍ସା ହେଉନାହିଁ ।୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଦରକାର ତାଙ୍କ ଅପରେସନ ପାଇଁ। ଏବେ ଏହି କୁନି ପୁଅଟି ମଧ୍ଯ ସମସ୍ତଙ୍କୁ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏହି ପିଲାଟି ସ୍କୁଲ ଯିବାକୁ ଚାହୁଁଚି । ଆଉ ସେ ଡାକ୍ତର ବାବୁଙ୍କୁ ଅନୁରୋଧ କରିଛନ୍ତି । ଏବେ ତାଙ୍କୁ ସାହାଯ୍ୟ କରିବାକୁ ତାଙ୍କ ପରିବାର ଏବଂ ଏହି କୁନି ପୁଅ କହିଛି ।ଆପଣମାନେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ସମସ୍ତେ କହିଛନ୍ତି ।ଏବେ ସେ ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି ।