Aug 22, 2022, 09:46 IST

ଜିଏ ଦେଖିଲା ସିଏ ଜାଣିଲା ଓଡ଼ିଶାରେ ଜନ୍ମ ହେଲା ଭୂତ ଛୁଆ ଦେଖନ୍ତୁ ଏହି ଭିଡିଓ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି

H

ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ବିଶ୍ୱାସ କରି ପାରିବେ ନାହିଁ। ଏକ ଭୂତ ଛୁଆ ଜନ୍ମ ହୋଇଛି ବୋଲି ଜଣାପଡିଛି।ଏହି ଭୂତ ଛୁଆ ଜନ୍ମ ହେବା କୌଣସି ନୂଆ କଥା ନୁହେଁ।ଏପରି ବହୁତ ଥର ଓଡ଼ିଶାରେ ଭୂତ ଛୁଆ ଜନ୍ମ ହୋଇଥିବାର ଦେଖିବାକୁ ମିଳିଛି।ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁ ମାତ୍ରାରେ ଭାଇ ରାଳ ହେବାରେ ଲାଗିଛି।
ଯାହାକୁ ଆପଣମାନେ ଦେଖିଥିବେ ଏବଂ ମନରେ ଏକ ପ୍ରଶ୍ନ ଆସୁଥିବ ଯେ ଭିଡିଓ ରେ ଥିବା ଭୂତ ଛୁଆଟି କାହାର?ଏହି ଘଟଣାଟି ପୁରୀର ନିମାପଡ଼ା ଠାରେ ଘଟିଛି। ରାତି ୧୧ ଟା ସମୟ ହୋଇଥାଏ।ବର୍ଷା ଏତେ ଜୋରେ ହେଉଥିଲା ଯେ ଘରୁ କେହି ବାହାରି ପାରୁ ନଥିଲେ।ସେହି ସମୟରେ ଜଣେ ମହିଳାଙ୍କର ଗ-ର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଘରୋଇ ହସ୍ପିଟାଲ କୁ ନେଇକି ଗଲେ।
ହସ୍ପିଟାଲ୍ ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ବାହାରେ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ।ତେଣୁ ବ୍ୟକ୍ତି ଜଣଙ୍କ ବାହାରେ ଅପେକ୍ଷା କରିଲେ।କିଛି ସମୟ ଅପେକ୍ଷା ପରେ ତାଙ୍କ ସ୍ତ୍ରୀ ଯେଉଁ ରୁମ୍ ରେ ଥିଲେ ସେହି ରୁମ୍ ରୁ ଏକ ଭୟଙ୍କର କାନ୍ଦିବାର ଚିତ୍କାର ଶୁଣା ଗଲା। ସତେ ଯେମିତି ଗୋଟେ ଛୁଆର ତଣ୍ଟି କୁ କିଏ ଚିପି ଦେଉଛି।ଏହି ଶବ୍ଦ ଶୁଣିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ପାଖକୁ ଯାଇଥିଲେ।
ଏହାପରେ ବ୍ୟକ୍ତି ଜଣଙ୍କ ଯାହା ଦେଖିଲେ ତାଙ୍କ ଆଖି ରୁ ଭୟର ଲୁହ ବାହାରି ଆସିଥିଲା।ବ୍ୟକ୍ତି ଜଣଙ୍କ ଦେଖିଲେ ଯେ ତାଙ୍କର ଏକ ଭୂତ ଛୁଆ ଜନ୍ମ ହୋଇଛି। ଯାହାର ବଡ଼ ବଡ଼ ଦାନ୍ତ ଥାଏ ଓ ଗୋଡ଼ରେ ଲମ୍ଭା ଲମ୍ବା ନଖ ଥାଏ।ଏହା ଦେଖିବା ପରେ ବ୍ୟକ୍ତି ଜଣଙ୍କ କଣ କରିବେ ବୁଝି ପାରୁନଥିଲେ।ଏହି ଭୂତ ଛୁଆକୁ ନେଇ କିଭଳି ସମାଜରେ ମୁହଁ ଦେଖାଇବେ,ଭୂତ ଛୁଆଟି କିଭଳି ଜନ୍ମ ନେଲା ଏପରି ଭାବୁଥିବା ସମୟରେ ସେହି ଭୂତ ଛୁଆ ଜୋରେ ଚିତ୍କାର କରିଲା।ଏହାପରେ ତାର ମୃ-ତ୍ୟୁ ହୋଇଥିଲା।

Advertisement