ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ଯୁବପିଢି ମାନେ ଏବେ ପ୍ରେମ ସମ୍ପର୍କରେ ରହୁଛନ୍ତି। ଆଗ କାଳରେ ପ୍ରେମ କଣ ଲୋକ ଜାଣି ନଥିଲେ ହେଲେ ଏବେ ଏହା ସମାଜରେ ସାଧାରଣ ହୋଇଯାଇଛି।

ବନ୍ଧୁଗଣ ଅନେକ ପ୍ରେମୀ ଯୁଗଳ ପ୍ରେମ ସମ୍ବନ୍ଧ ରଖିବା ପରେ ଶାରୀରିକ ସମ୍ପର୍କ ରଖିଥାନ୍ତି। ହେଲେ ଗତ କିଛି ସମୟ ହେବ ଗୋଟେ ଏଭଳି ଖବର ଆସିଛି ଯାହା ଆପଣଙ୍କ ହୋସ ଉଡେଇଦେବ। ତେବେ ଶାରୀରିକ ସମ୍ପର୍କ ରଖିବା ବେଳେ ଜଣେ ପ୍ରେମିକ ନିଜର ପ୍ରାଣ ହରାଇଛନ୍ତି।
ହୋଟେଲରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀଯୁଗଳ, ହଠାତ ରାତି ଅଧରେ ଆ-ତ୍ମ-ହ-ତ୍ୟା କରିଦେଲେ ଯୁବକ। ପ୍ରେମିକା ଆଖି ଆଗରେ ଗୋଟିଏ ରୁମରେ କେମିତି ଆ-ତ୍ମ-ହ-ତ୍ୟା କରିଦେଲା ପ୍ରେମିକ?
ଦେହରେ ନା ଅଛି ରସି ଦାଗ ନା ହାତ ଗୋଡରେ କୌଣିସ ଚିହ୍ନ ! ତେବେ କେମିତି ହେଲା ମୃ-ତ୍ୟୁ? ଏବେ ପ୍ରେମିକର ମୃ-ତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ଘଟିଛି।

ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ଅଧିନ ଜଳହରି ଗାଁର ଦେବରାଜ ସାମଲ ଜଣେ ଯୁବତୀଙ୍କ ସହ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ରହିଥିଲେ। ରାତିରେ କୌଣସି କାରଣକୁ ନେଇ ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରିଥିଲେ।
ହୋଟେଲ ମାଲିକ ଘଟଣା ଜାଣି ଯୁବକଙ୍କୁ ପ୍ରେମିକା ସହ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ନେବା ସହ ଟାଉନ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଯୁବକ ଜଣଙ୍କୁ ଡାକ୍ତର ସେଠାରେ ମୃ-ତ ଘୋଷଣା କରିଥିଲେ।
ତେବେ ମୃ-ତ ଯୁବକ ଜଣଙ୍କ ହେଉଛନ୍ତି ଭଣ୍ଡାରୀ ପୋଖରୀ ଥାନା ଅର୍ନ୍ତଗତ ଜଳହରି ଗାଁରେ ଦୂର୍ଯ୍ୟଧନ ସାମଲଙ୍କ ଏକମାତ୍ର ପୁଅ ଦେବରାଜ ସାମଲ ବୟସ ୨୩। ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅ କୁ ଯୁବତୀ ଜଣକ ହ-ତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।
ଟାଉନ ପୋଲିସ ଘଟଣାକୁ ନେଇ ତଦନ୍ତ କରିଥିବା ବେଳେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଘଟଣାଟି ଆଗକୁ କେଉଁ ମୋଡ଼ ନେଇଛି।